ସଂଶୁଦ୍ଧି
ଦେଖଣା
ସଂଶୁଦ୍ଧି
ଉଚ୍ଚାରଣ
[ସମ୍ପାଦନା](ସଂଶୁଦ୍ଧ—ବିଣ)
ସଂସ୍କୃତ - ବିଶେଷ୍ୟ - (ସମ୍+ଶୁଦ୍ଧି)
[ସମ୍ପାଦନା]- ୧. ମାର୍ଜନ; ସମ୍ୟକ୍ ଶୋଧନ — ୧. Thorough cleansing or scouring; complete purification.
- ୨. ସମ୍ୟକ୍ ଶୁଦ୍ଧି —୨. Purity; cleanness.
- ୩. ସ୍ନାନାଦିଦ୍ୱାରା ଦେହ ମାର୍ଜନ —୩. Cleansing of the body by ablution.
- ୪. ସଂଶୋଧନ; ସୁଧାର — ୪. Correction; rectification.
- ୫. ଋଣ— ପରିଶୋଧ —୫. Aquittance of debt.
- ୬. ଅପରାଧରୁ ବା ଅଭିଯୋଗରୁ ମୁକ୍ତିଲାଭ —୬. Acquittance from a charge.