Jump to content

ସଂଶୋଧକ

ଉଇକିଅଭିଧାନ‌ରୁ

ସଂଶୋଧକ

ଉଚ୍ଚାରଣ

[ସମ୍ପାଦନା]
(ସଂଶୋଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଶୁଧ୍ ଧାତୁ=ଶୋଧନ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପରିଷ୍କାରକ — ୧. Purifying; cleansing.
୨. ସଂଶୋଧନକାରୀ —୨. Correcting; reforming.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ସଂଶୋଧନ କର୍ତ୍ତା —୧. Purifier; cleanser.
୨. ସଂସ୍କାରକ —୨. Reformer.