Jump to content

ସଂଶୋଧନ

ଉଇକିଅଭିଧାନ‌ରୁ

ସଂଶୋଧନ

ଉଚ୍ଚାରଣ

[ସମ୍ପାଦନା]

(ସଂଶୋଧିତ, ସଂଶୁଦ୍ଧ—ବିଣ)

  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ଶୁଧ୍ ଧାତୁ=ପରିଷ୍କାର କରିବା+ଭାବ. ଅନ)

[ସମ୍ପାଦନା]
୧. ପରିଷ୍କରଣ; ପରିମାର୍ଜନ — ୧. Cleansing; purifying.
୨. ଭ୍ରମାଦି ଶୋଧନ; ଭ୍ରାନ୍ତି ଦୂରୀକରଣ —୨. Correcting; rectification.
୩. ସଂସ୍କାର କରିବା — ୩. Reformation.