Jump to content

ସଂଶ୍ରଦ୍ଧ

ଉଇକିଅଭିଧାନ‌ରୁ

ସଂଶ୍ରଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅତ୍ୟନ୍ତ ସ୍ନେହ —୧. Excessive love.
୨. ଆଦର —୨. Fondness.

[ଉ—ମୁଁ ଯେ ସଂଶ୍ରଦ୍ଧରୁ ଧରୁ ପଛୁଁ କି ବିଚାରୁ ଚାରୁକାନ୍ତି ଗଲା ମୋ କୋଡ଼ରୁ ଡରୁ—ଭଞ୍ଜ. ପ୍ରେମସୁଧାନିଧି]