ସଂଶ୍ରବ
ଦେଖଣା
ସଂଶ୍ରବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ)
[ସମ୍ପାଦନା]- ୧. ସମ୍ପର୍କ — ୧. Connection; relationship.
- ୨. ସମ୍ୱନ୍ଧ —୨. Relation.
- ୩. ପ୍ରତିଜ୍ଞା —୩. Promise.
- ୪. ଅଙ୍ଗୀକାର —୪. Agreement; angagement.
- ୫. ସଙ୍ଗମ; ମିଳନ —୫. Meeting, union.
- ୬. ମନୋଯୋଗପୂର୍ବକ ଶ୍ରବଣ —୬. Hearing attentively (Apte).