ସଂଶ୍ରିତ
ଦେଖଣା
ସଂଶ୍ରିତ
ଉଚ୍ଚାରଣ
[ସମ୍ପାଦନା](ସଂଶ୍ରିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଶ୍ରି ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଆଶ୍ରିତ; ଶରଣାପନ୍ନ —୧. Taking shelter under; gone to for refuge (Apte).
- ୨. ସଂଯୁକ୍ତ —୨. United; joined; attached (Apte).
- ୩. ଆଶ୍ରୟ ପ୍ରାପ୍ତ —୩. Supported; sheltered (Apte).
ବିଶେଷ୍ୟ -
[ସମ୍ପାଦନା]- ୧. ଆଶ୍ରିତ ବ୍ୟକ୍ତି — ୧. A dependent (Apte).
- ୨. ଅନୁଚର — ୨. Follower; servant (Apte).