Jump to content

ସଂଶ୍ଳିଷ୍ଟ

ଉଇକିଅଭିଧାନ‌ରୁ

ସଂଶ୍ଳିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ; ତ)

[ସମ୍ପାଦନା]
୧. ଆଲିଙ୍ଗିତ —୧. Embraced clasped; pressed together.
୨. ମିଳିତ — ୨. United with; joined.
୩. ସଂପୃକ୍ତ; ସଂପର୍କ— ଯୁକ୍ତ —୩. Connected with; related to.
୪. ନିକଟବର୍ତ୍ତୀ; ସନ୍ନିହିତ —୪. Contiguous; adjacent, adjoining; lying close to.
୫. (ଅମୁକ ବିଷୟ ବା ଗୁଣ ଦ୍ୱାରା) ଯୁକ୍ତ —୫. Having been furnished with, endowed with (Apte).