Jump to content

ସଂଶ୍ଳେଷ

ଉଇକିଅଭିଧାନ‌ରୁ

ସଂଶ୍ଳେଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+ଭାବ. ଅ)

[ସମ୍ପାଦନା]
୧. ଆଲିଙ୍ଗନ —୧. Embrace.
୨. ମିଳନ —୨. Union, association.
୩. ସମ୍ପର୍କ — ୩. Connection; relation.
୪. ଲାଗିଯିବା; ଗାଢ଼ ସଂଯୋଗ —୪. Contact.