ସଂଶ୍ଳେଷଣ
ଦେଖଣା
ସଂଶ୍ଳେଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମ୍+ଶ୍ଳିଷ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଆଲିଙ୍ଗନ କରିବା —୧. Embracing.
- ୨. ପରସ୍ପର ସଙ୍ଗେ ଚାପିବା —୨. Pressing together.
- ୩. (+କରଣ. ଅନ) ବନ୍ଧନସାଧନ; ଯାହାଦ୍ୱାରା ଏକାଧିକ ବସ୍ତୁକୁ ଏକତ୍ର ବନ୍ଧାଯାଏ —୩. Means of binding together (Apte).
- ୪. ସମ୍ପର୍କ —୪. Connection.
- ୫. ବାନ୍ଧୁଣି —୫. Bond; tie (Apte).