Jump to content

ସଂଶୟଚ୍ଛେତ୍ତା

ଉଇକିଅଭିଧାନ‌ରୁ

ସଂଶୟଚ୍ଛେତ୍ତା

ଉଚ୍ଚାରଣ

[ସମ୍ପାଦନା]

(ସଂଶୟଚ୍ଛେଦୀ—ଅନ୍ୟରୂପ)

ସଂଶୟଚ୍ଛେତ୍ତ୍ରୀ, ସଂଶୟଛେଦିନୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଉପପଦ; ସଂଶୟକୁ ଚ୍ଛେଦନ କରେ ଯେ, ସଂଶୟ+ଛିଦ୍ ଧାତୁ+କର୍ତ୍ତୃ. ତୃ; ସଂଶୟଚ୍ଛେତ୍ତୃ ୧ମା. ୧ବ)

[ସମ୍ପାଦନା]

ସନ୍ଦେହ—ନାଶ—କାରୀ —Dispelling doubt; clearing all doubt.

(ଉ—ଆପଣ ତ ସଂଶୟଚ୍ଛେତ୍ତା ଏ ଜଗତେ, ମୋହର ସଂଶୟକୁ ନାଶ ତ ତୁରିତେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ)