Jump to content

ସଂଶୟାକୁଳ

ଉଇକିଅଭିଧାନ‌ରୁ

ସଂଶୟାକୁଳ

ଉଚ୍ଚାରଣ

[ସମ୍ପାଦନା]

(ସଂଶୟାକୁଳିତ, ସଂଶୟାକ୍ରାନ୍ତ, ସଂଶୟାପନ୍ନା—ଅନ୍ୟରୂପ)

(ସଂଶୟାକୁଳା, ସଂଶୟାକୁଳିତା, ସଂଶୟାକ୍ରାନ୍ତା, ସଂଶୟାପନ୍ନ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]

ସନ୍ଦିଗ୍ଧ; ଯାହା ସନ୍ଦେହଦ୍ୱାରା ଆଲୋଡ଼ିତ —Doubtful; (mind) distracted by doubt.