Jump to content

ସଂଶୟାତ୍ମା

ଉଇକିଅଭିଧାନ‌ରୁ

ସଂଶୟାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ବହୁବ୍ରୀହି, ସଂଶୟାତ୍ମନ୍, ୧ମା,୧ବ)

[ସମ୍ପାଦନା]

ସନ୍ଦିହାନ —Of a hesitating nature; of a suspicious nature; sceptic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସନ୍ଦେହପୂର୍ଣ୍ଣ ଆତ୍ମା, ସନ୍ଦେହଯୁକ୍ତ ମନ — Doubtful mind.