Jump to content

ସଂଶୟ ଜ୍ଞାନ

ଉଇକିଅଭିଧାନ‌ରୁ

ସଂଶୟ ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସନ୍ଦେହବୋଧ; ମନରେ ସନ୍ଦେହ ପୋଷଣ — Entertainment of a doubt or suspicion in the mind.
୨. ଦୁଇ ବସ୍ତୁ ମଧ୍ୟରୁ କୌଣସି ଗୋଟିଏ ହେବାରୂପ ସନ୍ଦେହ —୨. The state of mind in which either of two alternatives has the appearance of truth when weighed in it.

[ଦ୍ରଷ୍ଟବ୍ୟ —ଗୋଟିଏ ରଜ୍ଜୁକୁ ରଜ୍ଜୁ ବୋଲି ଜାଣିବାକୁ 'ନିଶ୍ଚୟ—ଜ୍ଞାନ', ରଜ୍ଜୁକୁ ସର୍ପ ବୋଲି ବୁଝିବାକୁ 'ଭ୍ରମଜ୍ଞାନ' ଏବଂ ରଜ୍ଜୁକୁ ଦେଖି ଏହା ରଜ୍ଜୁ କି ସର୍ପ, ଏପରି ସନ୍ଦେହରେ ପଡ଼ିବାକୁ ହେଲେ ତାକୁ 'ସଂଶୟ—ଜ୍ଞାନ' କହନ୍ତି]