Jump to content

ସଂସରଣ

ଉଇକିଅଭିଧାନ‌ରୁ

ସଂସରଣ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ସମ୍+ସୃ ଧାତୁ=ଗମନ କରିବା+ଭାବ. ଅନ)

୧. ବିନା ବାଧାରେ ସେବାଙ୍କର ଗମନ ବା ଯାତ୍ରା — ୧. Unobstructed march of a band of soldiers; unresisted march of troops.
୨. ଗମନ —୨. Going; proceeding.
୩. ସଂସାର; ସଂସାରିକ ବିଷୟ —୩. The worldly concerns.
୪. ସଙ୍ଗତି —୪. A person's wordly circumstances or means.
୫. (+ଅଧି ଅନ) ପ୍ରଧାନ ପଥ; ବଡ଼ ରାସ୍ତା; ରାଜଦାଣ୍ଡ — ୫. Main road; high-way.
୬. ସଂସାରରେ ଜନ୍ମ ଓ ପୁନର୍ଜନ୍ମ —୬. Birth and rebirth (Apte)
୭. ଯୁଦ୍ଧର ଆରମ୍ଭ —୭. The commencement of battle (Apte).
୮. ନଗରର ଫାଟକ ନିକଟରେ ଥିବା ପଥିକଙ୍କ ବିଶ୍ରାମ ସ୍ଥାନ —୮. A resting place for travellers near the gates of a city (Apte).