Jump to content

ସଂସର୍ଗୀ

ଉଇକିଅଭିଧାନ‌ରୁ

ସଂସର୍ଗୀ

ଉଚ୍ଚାରଣ

[ସମ୍ପାଦନା]
(ସଂସର୍ଗିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଂସର୍ଗ+ଅଛି ଅର୍ଥରେ ଇନ୍, କିଂବା ସମ୍ ସୃଜ୍ ଧାତୁ+କର୍ତ୍ତୃ. ଇନ୍ ଶୀଳାର୍ଥେ)

[ସମ୍ପାଦନା]
୧. ସମ୍ୱନ୍ଧୀ ୧. Relative to; intimate with.
୨. ସହବାସକାରୀ —୨. Associating or cohabiting.
୩. ସଂଯୁକ୍ତ —୩. United; associated with. (Apte).
୪. (ଅମୁକର) ସଙ୍ଗେ ସଂସର୍ଗକାରୀ —୪. Keeping
company with; familiar.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ସଙ୍ଗୀ; ସହଚର —୧. Companion.
୨. ସହ— ଯୋଗୀ; ସହକର୍ମୀ —୨. An associate.