ସଂସର୍ଗ ଦୋଷ
ଦେଖଣା
ସଂସର୍ଗ ଦୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଦୋଷଯୁକ୍ତ ସଂସର୍ଗ ମନ୍ଦ ସଂସର୍ଗ —୧. Bad company; evil association.
- ୨. ସଂସର୍ଗର ଦୋଷ — ୨. The fault of intercourse.
- ୩. (ମ. ପ. ଲୋ) ସଂସର୍ଗଜନିତ ଦୋଷ —୩. Evil consequences resulting from (bad) association; the fault resulting from keeping company with bad people.