ସଂସର୍ପ
ଦେଖଣା
ସଂସର୍ପ
ଉଚ୍ଚାରଣ
[ସମ୍ପାଦନା](ସଂସର୍ପୀ—ବିଶେଷଣ - ପୁଂ)
ସଂସ୍କୃତ - ବିଶେଷ୍ୟ - (ସମ୍+ସୃପ୍ ଧାତୁ=ଗମନ କରିବା+ଭାବ. ଅ)
[ସମ୍ପାଦନା]- ୧. ସମ୍ୟକ୍ ପ୍ରକାରେ ଗମନ —୧. Particular kind of going.
- ୨. ସର୍ପବତ୍ ଗତି — ୨. Serpentine motion; movement like a snake.
- ୩. ସଂପ୍ରସାରଣ; ବିସ୍ତାର —୩. Spreading; extending; diffusion.
- ୪. ଧୀରଗମନ; ଗୁରୁଣ୍ଡି କରି ଯିବା —୪. Creeping along; gliding; gentle motion. (Apte).
- ୫. (+ଅଧିକରଣ. ଅ) କ୍ଷୟ ମାସ ବିଶିଷ୍ଟ ବର୍ଷର ମଳମାସ —୫. The inter- calary month accuring in a year in which there occurs a Kshyaya māsa. (Apte)