Jump to content

ସଂସାରାସକ୍ତ

ଉଇକିଅଭିଧାନ‌ରୁ

ସଂସାରାସକ୍ତ

ଉଚ୍ଚାରଣ

[ସମ୍ପାଦନା]

(ସଂସାରାନାସକ୍ତ, ସଂସାରବିରକ୍ତ— ବିପରୀତ)

(ସଂସାରାସକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍; ସଂସାର+ଆସକ୍ତ= ଅନୁସକ୍ତ)

[ସମ୍ପାଦନା]
୧. ଯେ ସାଂସାରିକ ବିଷୟରେ ଗାଢ଼ରୂପେ ମଜ୍ଜିଥାଏ —୧. Engrossed in wordly concerns.
୨. ସଂସାରିକ ବିଷୟ ପ୍ରତି ଅନୁରାଗୀ — ୨. Addicted to worldly affairs.