Jump to content

ସଂସାରିକା ଧର୍ମ

ଉଇକିଅଭିଧାନ‌ରୁ

ସଂସାରିକା ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସାଂସାରିକ ଧର୍ମ)

[ସମ୍ପାଦନା]

ଗୃହସ୍ଥ ଧର୍ମ; ଗାର୍ହସ୍ଥ — Worldliness; the duty of a house-holder

(ଉ—ସଂସାରିକା ଧର୍ମ କେବେ ନ ଛାଡ଼ନ୍ତି ମୁନି ପୀତାମ୍ୱର. ନୃସିଂହ ପୁରାଣ)