ସଂସାର କରିବା
ଦେଖଣା
ସଂସାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସାର କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସଂସାରୀ ହେବା; ସ୍ତ୍ରୀପୁତ୍ରାଦିଙ୍କ ସହିତ ଘରକରଣା କରିବା, ଗାର୍ହସ୍ଥ୍ୟ ଅବଲମ୍ୱନ କରିବା —୧. To be a householder, to idea a family life (with one's wife and children); to be a man of the world.
- ୨. ଜନ ସମାଜରେ ଚଳିବା — ୨. To live and move in the society.
- ୩. ବିବାହ କରିବା —୩. To marry.