Jump to content

ସଂସାର କାନନ

ଉଇକିଅଭିଧାନ‌ରୁ

ସଂସାର କାନନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା)

[ସମ୍ପାଦନା]

ଅରଣ୍ୟ ପରି ଅଗମ୍ୟ ଓ ଆପତ୍ସଂକୁଳ ସଂସାର —The world compared to a forest (which is impassable and beset with dangers)