Jump to content

ସଂସାର କୂପ

ଉଇକିଅଭିଧାନ‌ରୁ

ସଂସାର କୂପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା)

[ସମ୍ପାଦନା]

(ଲୋକେ କୂଅରେ ପଡିବା ଲୋକପରି ସଂସାରରେ ଲୋକେ ବିପନ୍ନ ଓ ନିରୂପାୟ ହେଉ ଥିବାରୁ)—ସଂସାର ରୂପ କୂପ — The world compared to a well.