ସଂସାର ଗୁରୁ
ଦେଖଣା
ସଂସାର ଗୁରୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍)
[ସମ୍ପାଦନା]- ୧. ପରମେଶ୍ୱର —୧. God; (lit) the preceptor of the world.
- ୨. କାମଦେବ; କନ୍ଦର୍ପ —୨. Cupid. lust personified.
[ଉ—ପୁରୁଷ ତୁଲେ କି ଖେଳିବୁ ସଂସାରଗୁରୁ—ସମର— ପ୍ରାଙ୍ଗଣେ—କବୁସୂର୍ଯ୍ୟ. ସଙ୍ଗୀତ]
- ୩. ସମଗ୍ର ଜନ— ସମାଜର ଗୁରୁ ବା ଶିକ୍ଷାଦାତା, ସମସ୍ତ ଜନସମାଜର ଗୁରୁସ୍ଥାନୀୟ ବ୍ୟକ୍ତି; ଜଗଦ୍ଗୁରୁ —୩. World-teacher.
- ୪. ସମଗ୍ର ଜଗତର ପୂଜ୍ୟ ବ୍ୟକ୍ତି —୪. A personage revered by the whole mankind.