Jump to content

ସଂସାର ଚକ୍ର

ଉଇକିଅଭିଧାନ‌ରୁ

ସଂସାର ଚକ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ)

[ସମ୍ପାଦନା]
୧. ସୁଖଦୁଃଖକ୍ରମେ ଚକ୍ର ପରି ଘୁରୁଥିବା ସଂସାର —୧. The world or worldly existance compared to a revolving wheel.
୨. ବାରମ୍ୱାର ଜନ୍ମ ଓ ମରଣ —୨. Succession of births and deaths of a living being (Apte);