ସଂସାର ତାଡ଼ନା
ସଂସାର ଦୁଃଖ, ସଂସାର ଯନ୍ତ୍ରଣା, ସଂସାର ଯାତନ୍ନାଅନ୍ୟରୂପ
(ସଂସାର ତାଡ଼ିତ—ବିଣ)
ସଂସାରୀ ଲୋକଦ୍ୱାରା ଅନୁଭୂତ କଷ୍ଟ —The buffetings of the world, the sorrows or tribulations of the world.