Jump to content

ସଂସାର ବିତୃଷ୍ଣା

ଉଇକିଅଭିଧାନ‌ରୁ

ସଂସାର ବିତୃଷ୍ଣା

ଉଚ୍ଚାରଣ

[ସମ୍ପାଦନା]

ସଂସାର ବିରାଗ, ସଂସାରବିଭକ୍ତି, ସଂସାର ବୈରାଗ୍ୟଅନ୍ୟରୂପ

ସଂସାର ବିତଷ୍ଣ; ସଂସାରବିରାଗୀ, ସଂସାର ବୈରାଗୀପୁଂ. ବିଣ

=== ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍;)

ସାଂସାରିକ ବିଷୟ ପ୍ରତି ବୈରାଗ୍ୟ; ସଂସାରର ଭୋଗବିଳାସ

ବା ମାୟାମମତା ପ୍ରତି ଔଦାସୀନ୍ୟ —Disregard for worldly concerns.