ସଂସାର ମାର୍ଗ
ଦେଖଣା
ସଂସାର ମାର୍ଗ
ଉଚ୍ଚାରଣ
[ସମ୍ପାଦନା](ସଂସାର ମାର୍ଗ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ମ. ପ. ଲୋ) (ସଂସାରକୁ ଆସିବାର ପଥ)—ମାତୃଯୋନି (ଯେଉଁ ପଥରେ ଜୀବ ପୃଥିବୀରେ ଭୂମିଷ୍ଠ ହୁଏ) —୧. The mother's generative organ.
- ୨. (ରୂପକ କର୍ମଧା) ସଂସାର ଯାତ୍ରା— ପଥ ବା ମାର୍ଗ ସଙ୍ଗେ ତୁଳିତ ସଂସାର ବା ଇହଜଗତ୍ — ୨. The world compared to a raod; worldly existence.
- ୩. ଇହଜଗତର ଘଟନା— ଚକ୍ର —୩. The course of wordly affairs (Apte).