ସଂସାର ଲୀଳା
ଦେଖଣା
ସଂସାର ଲୀଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ)
[ସମ୍ପାଦନା]- ୧. ଖେଳ ସଙ୍ଗେ ତୁଳିତ ସଂସାର —୧. The world compared to a pastime or game.
- ୨. (୬ଷ୍ଠୀ ତତ୍) ଜୀବଲୀଳା; ସଂସାରରେ ଜାତ ହୋଇ ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ମନୁଷ୍ୟର କରିବା କାର୍ଯ୍ୟ ଓ ଅନୁଭବ— ମାନ —୨. Existence in this world.
- ୩. ସଂସାରୀ ଲୋକର ଖେଳ କୌତୁକ ଓ ଭୋଗ ବିଳାସ — ୩. The enjoyment of the world; worldlypleasures or pastimes.
- ୪. ଜୀବନଯାତ୍ରା; ଆପଣାକୁ ଓ ପୋଷ୍ୟବର୍ଗଙ୍କୁ ପୋଷିବାରୂପ କ୍ରିୟା — ୪. Livelihood.
- ୫. ଜୀବନଧାରଣ; ବଞ୍ଚିବା — ୫. Living; being alive.