Jump to content

ସଂସାର ସେବା

ଉଇକିଅଭିଧାନ‌ରୁ

ସଂସାର ସେବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଜଗତର ଜୀବମାନଙ୍କ ଉପକାର —Service to the beings on earth.

[ଉ—ଐକ୍ୟ ମନ୍ତ୍ର ଦୀକ୍ଷା ନେବା ଗୋ, ଜାତିବର୍ଣ୍ଣଧର୍ମଭେଦ ଭାବ ଭୁଲି ଧରିବା ସଂସାର ସେବା ଗୋ—ବାଳକୃଷ୍ଣ, ଚାରୁଲବଙ୍ଗଲତା]