ସଂସାର ହାଟ
ହାଟରୂପେ କଳ୍ପିତ ସଂସାର —The world compared to a market.
[ଉ—ଓଳାଓ ଜୀବନ ବାଟ ଗୋ, ସତ୍ୟର ଛାଞ୍ଚୁଣି ଧରିଣ ହାତରେ ଜିତିବା ସଂସାର ହାଟ ଗୋ—ବାଳକୃଷ୍ଣ. ଫୁଲ ବଉଳବେଣୀ]