Jump to content

ସଂସାର ହେତୁ

ଉଇକିଅଭିଧାନ‌ରୁ

ସଂସାର ହେତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାୟା; ସଂସାରରେ ଜନ୍ମଗ୍ରହଣର କାରଣ ବା ଅବିଦ୍ୟା —Illusion; delusion.

[ଉ—ମୁଁ ଯେତେ କହିଲି ବିଶ୍ୱାସେ, ଏଣେ ସଂସାର— ହେତୁ ନାଶେ—ଜଗନ୍ନାଥ. ଭାଗବତ]