Jump to content

ସଂସିକ୍ତ

ଉଇକିଅଭିଧାନ‌ରୁ

ସଂସିକ୍ତ

ଉଚ୍ଚାରଣ

[ସମ୍ପାଦନା]
(ସଂସିକ୍ତା—ସ୍ତ୍ରୀ) 

(ସଂସେକ—ବି)

ସଂସ୍କୃତ - ବିଶେଷଣ - (ସମ୍+ସିଚ୍ ଧାତୁ+ଓଦା କରିବା+କର୍ମ. ତ)

[ସମ୍ପାଦନା]
୧. ସମ୍ଫୂର୍ଣ୍ଣ ରୂପେ ବା ସମ୍ୟକ୍ ରୂପେ ଆର୍ଦ୍ର — ୧. Completely moistened or wet.
୨. ଓଦା ସରସର —୨. Very damp.
୩. ସିକ୍ତ; ଯହିଁରେ ପାଣି ଛିଞ୍ଚା ଯାଇଥାଏ ବା ମଡ଼ା ଯାଇ— ଥାଏ —୩. Sprinkled; watered.