Jump to content

ସଂସୃଷ୍ଟୀ

ଉଇକିଅଭିଧାନ‌ରୁ

ସଂସୃଷ୍ଟୀ

ଉଚ୍ଚାରଣ

[ସମ୍ପାଦନା]
(ସଂସୃଷ୍ଟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂସୃଷ୍ଟ + ଅଛି ଅର୍ଥରେ ଇନ୍, ୧ମା ୧ବ)

[ସମ୍ପାଦନା]
୧. ଏକତ୍ର ସହବାସକାରୀ —୧. Living together; cohabiting.
୨. ଏକାନ୍ନବର୍ତ୍ତୀ — ୨. Joint in food.
୩. ବିଭାଗାନନ୍ତର ପୁନର୍ମିଳିତ; ଯେଉଁ ଅଂଶୀଦାର ଥରେ ଭିନ୍ନ ହେଲା ପରେ ପୁଣି ଏକାନ୍ନବର୍ତ୍ତୀ ହୁଅନ୍ତି —୩. Reunited after separation (with one's coparceners or relatives or cosharers)