Jump to content

ସଂସ୍କରଣ

ଉଇକିଅଭିଧାନ‌ରୁ

ସଂସ୍କରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+କୃ. ଧାତୁ+ଭାବ ଅନ; ସ ଆଗମ)

[ସମ୍ପାଦନା]
୧. ସଂସ୍କାର; ସଂସ୍କାର କ୍ରିୟା; ପବିତ୍ରୀକରଣ — ୧. Purification; reformation.
୨. ଜୀର୍ଣ୍ଣ ଦ୍ରବ୍ୟର ମରାମତି —୨. Repair.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛାପା ପୁସ୍ତକର ପ୍ରକାଶ —୧. Editing of a printed book.
୨. କୌଣସି ପୁସ୍ତକର ମୁଦ୍ରଣର ଥର — ୨. The edition of a book.