Jump to content

ସଂସ୍କର୍ତ୍ତା

ଉଇକିଅଭିଧାନ‌ରୁ

ସଂସ୍କର୍ତ୍ତା

ଉଚ୍ଚାରଣ

[ସମ୍ପାଦନା]
(ସଂସ୍କର୍ତ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+କୃ. ଧାତୁ+କର୍ତ୍ତୃ. ତୃ; ସ ଆଗମ)

[ସମ୍ପାଦନା]
୧. ସଂସ୍କାରକାରୀ — ୧. Reforming; refining.
୨. ପବିତ୍ରକାରୀ —୨. Purifying.
୩. ପାଚକ; ଜୀର୍ଣ୍ଣକର —୩. Digestive.
୪. ମରାମତକାରୀ — ୪. Repairing.

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]
୧. ସଂସ୍କାରକାରୀ ବ୍ୟକ୍ତି —୧. Reformer; refiner.
୨. ପବିତ୍ର କରିବା ବ୍ୟକ୍ତି —୨. purifier.
୩. ପାଚକ; ପୂଜାହାରୀ — ୩. A cook.
୪. ଯେ ମରାମତ କରେ — ୪. A repairer.