ସଂସ୍କାରଜ
(ସଂସ୍କାରଜନିତ, ସଂସ୍କାରଜନ୍ୟ—ଅନ୍ୟରୂପ)
ସଂସ୍କାରଦ୍ୱାରା ଘଟିତ ବା ଉତ୍ପନ୍ନ —Due to or produced by reforms; resulting from reforms.