ସଂସ୍କାର କରିବା
ଦେଖଣା
ସଂସ୍କାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କାର କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ବଘାରିବା —୧. To flavour water-boiled curry by frying it with spices in oil or ghee.
[ଉ—ପରେ ଏଥିରେ ଘିଅ ଲବଣ ସଂଯୋଗ କରି ସଂସ୍କାର କରିବ—ଦ୍ରବ୍ୟଗୁଣ କଳ୍ପଦ୍ରୁମ ]
- ୨. ଶୁଦ୍ଧ ବା ପବିତ୍ର କରିବା — ୨. To purify.
- ୩. ମରାମତ କରିବା —୩. To repair.