ସଂସ୍କାର ବର୍ଜିତ
(ସଂମ୍ୱାରବର୍ଜିତା—ସ୍ତ୍ରୀ)
ଦଶ ସଂସ୍କାର ହୀନ; ଉପନୟନାଦି ସଂସ୍କାର ବିହୀନ (ଅର୍ଥାତ୍ ଶୂଦ୍ର; ଯେ ଦ୍ୱିଜାତି ନୁହେ) —One who has not undergone the purificatory rites.