Jump to content

ସଂସ୍କାର ହୀନ

ଉଇକିଅଭିଧାନ‌ରୁ

ସଂସ୍କାର ହୀନ

ଉଚ୍ଚାରଣ

[ସମ୍ପାଦନା]
(ସଂସ୍କାର ବିହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍)

[ସମ୍ପାଦନା]

ବ୍ରାତ୍ୟ; ଯେଉଁ ଦ୍ୱିଜାତି ଦ୍ୱିଜାତିବିହିତ ସଂସ୍କାରକୁ ବର୍ଜନ କରିଥିବା ହେତୁରୁ ପତିତ ହୋଇ ଥାଏ —(A person of a twice born caste) Who has lost his purity by giving up the purificatory ceremonies.

[ ଦ୍ର—ଯେଉଁ ବ୍ରାହ୍ମଣ ୧ ବର୍ଷ ବା ୫ ବର୍ଷ କାଳ ବ୍ରାହ୍ମଣର କର୍ତ୍ତବ୍ୟ କର୍ମ ତ୍ୟାଗ କରେ ଓ ୧୬: ବର୍ଷ ପର୍ଯ୍ୟନ୍ତ ବ୍ରତ ହୁଏ ନାହିଁ, ତାହାର ସାବିତ୍ରୀ ପତନ ବା ସଂସ୍କାରହୀନତା ଘଟେ; ସଂସ୍କାରବିହୀତ ଦ୍ୱିଜାତିକୁ ଦ୍ରବ୍ୟ ବୋଲାଯାଏ]