Jump to content

ସଂସ୍କ୍ରିୟା

ଉଇକିଅଭିଧାନ‌ରୁ

ସଂସ୍କ୍ରିୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+କ୍ରିୟା; ସ ଆଗମ)

[ସମ୍ପାଦନା]
୧. ସଂସ୍କାର ଦେଖ) —୧. Saṁskāra (See).
୨. ଶବଦାହ କ୍ରିୟା —୨. Cremation of dead bodies.