Jump to content

ସଂସ୍ତବ

ଉଇକିଅଭିଧାନ‌ରୁ

ସଂସ୍ତବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ସ୍ତବ)

[ସମ୍ପାଦନା]
୧. ସମ୍ୟକ୍ ପ୍ରଶଂସା; ସ୍ତୁତି — ୧. Eulogy; applause; panegyric.
୨. ଖୋସାମତ —୨. Flattery
୩. ପରିଚୟ — ୩. Acquaintance; familiarity.
୪. ଆଳାପ — ୪. Conversation; introduction.
୫. ପର— ସ୍ପରଙ୍କ ମନର ମେଳ —୫. Harmony; agreeing together (Apte).