ସଂସ୍ତବାନ
ଦେଖଣା
ସଂସ୍ତବାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ସମ୍+ସ୍ତୁ ଧାତୁ= ସ୍ତୁତି କରିବା+କର୍ତ୍ତୃ. ଅନ)
[ସମ୍ପାଦନା]- ୧. (ପୁଂ) ବାଗ୍ମୀ; ସଦ୍ୱକ୍ତା — ୧. Orator.
- ୨. ଉଦ୍ଗାତା; ବେଦମନ୍ତ୍ରଗାୟକ ପୁରୋହିତ —୨. A class of priests singing the mantras at Vedic sacrifices.
- ୩. (+ଭାବ. ଅନ) ହର୍ଷ —୩. Delight; joy (Apte)
(ସଂସ୍ତବାନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବାଗ୍ମୀ —Eloquent.
- ୨. ଯଥାର୍ଥରୂପେ ପ୍ରଶଂସାକାରୀ — ୨. Praising properly (Apte).