Jump to content

ସଂସ୍ତର

ଉଇକିଅଭିଧାନ‌ରୁ

ସଂସ୍ତର

ଉଚ୍ଚାରଣ

[ସମ୍ପାଦନା]

(ସଂସ୍ତରଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍ ସ୍ତୃ ଧାତୁ=ବିଛାଇବା+କର୍ମ. ଅ)

[ସମ୍ପାଦନା]
୧. ଶଯ୍ୟା, ବିଛଣା —୧. Bed; bedding.
୨. ପଲ୍ଲବାଦିରେ ରଚିତ ଆସ୍ତରଣ —୨. A bad of leaves.
୩. (+ଅଧି. ଅ) ହୋମ; ଯଦି — ୩. Vedic sacrifice; oblations to fire.

[ ଦ୍ର— ଏଥିରେ ପ୍ରଥମେ ଭୁମି ଉପରେ କୁଶ ଓ ବାଲି ଆଦିର ଶଯ୍ୟା ରଚିତ ହୁଏ, ତତ୍ପରେ ଅଗ୍ନି ସ୍ଥାପିତ ହୁଏ