Jump to content

ସଂସ୍ତାବ

ଉଇକିଅଭିଧାନ‌ରୁ

ସଂସ୍ତାବ

ଉଚ୍ଚାରଣ

[ସମ୍ପାଦନା]

(ସଂସ୍ତାବକ— ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ସମ୍ + ସ୍ତୁ ଧାତୁ+ ଅଧି ଅ)

[ସମ୍ପାଦନା]
୧. ଯଜ୍ଞ ବେଦୀରେ ବ୍ରାହ୍ମଣମାନେ ଯେଉଁ ସ୍ଥାନରେ ବସି ମିଳିତ ଭାବରେ ସ୍ତବ ଗାନ କରନ୍ତି — A place where Brahnabas collectively chant hymnus during a Vedic sacrifice at or near the alter.
୨. (+ଭାବ. ଅ) ପରିଚୟ ୨. A cquaintance; familiarity.
୩. ସ୍ତୁତି ୩. Eulogy.
୪. ସଂକୀର୍ତ୍ତନ — ୪. Hymning in chorus (Apte)