Jump to content

ସଂସ୍ତୁତ

ଉଇକିଅଭିଧାନ‌ରୁ

ସଂସ୍ତୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ)

[ସମ୍ପାଦନା]
୧. ସ୍ତୁତିପ୍ରାପ୍ତ; ଯାହାକୁ ବିଶେଷ ଭାବରେ ସ୍ତୁତି କରାଯାଏ —୧. Eulogised.
୨. ପ୍ରଶଂସିତ — ୨. Praised.
୩. ପୂଜିତ —୩. Worshipped.
୪. ଯାହାକୁ ପ୍ରାର୍ଥନା କରାଯାଏ —୪. Solicited.
୫. ସୁପରିଚିତ —୫. Acquainted, intimate, familiar (Apte)
୬. ଏକତ୍ର ବା ଯୁଗପତ୍
ପ୍ରଶଂସିତ —୬. Praised together.
୭. ପରସ୍ପର ସହିତ ମେଳଥିବା —୭. Agreeing together; harmonious (Apte).
୮. ଅଭିପ୍ରେତ; ଉଦ୍ଦିଷ୍ଟ ୮. Intended; aimed at (Apte).