ସଂସ୍ଥ
ଦେଖଣା
ସଂସ୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ.— (ସମ୍+ସ୍ଥା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଅବସ୍ଥିତ —୧. Settled; seated.
- ୨. ସମାପ୍ତ —୨. Finished.
- ୩. ମୃତ —୩. Dead.
- ୪. ସଦୃଶ —୪. Similar.
(ସଂସ୍ଥା—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
- ୧. ଚର — ୧. A spy.
- ୨. ନିଜରାଷ୍ଟ୍ରକ ଚର — ୨. An imformer
- ୩. ସ୍ୱରାଜ୍ୟ ବାସୀ —୩. An inhabitant of one's country; a countryman.