Jump to content

ସଂସ୍ଥାପକ

ଉଇକିଅଭିଧାନ‌ରୁ

ସଂସ୍ଥାପକ

ଉଚ୍ଚାରଣ

[ସମ୍ପାଦନା]
(ସଂସ୍ଥାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଓ ବିପୁଲିଙ୍ଗ - (ସମ୍+ସ୍ଥାପି. ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ସଂସ୍ଥାପନ କରେ; ଯେ ସ୍ଥିର କରେ — ୧. Establishing; settling; fixing.
୨. ପ୍ରତିଷ୍ଠାତା —୨. founder.