Jump to content

ସଂସ୍ଥାପନା

ଉଇକିଅଭିଧାନ‌ରୁ

ସଂସ୍ଥାପନା

ଉଚ୍ଚାରଣ

[ସମ୍ପାଦନା]

(ସଂସ୍ଥାପନୀୟ, ସଂସ୍ଥାପ୍ୟ, ସଂସ୍ଥାପିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସମ୍+ସ୍ଥା. ଧାତୁ ଣିଜନ୍ତ=ସ୍ଥାପି. ଧାତୁ=ରଖିବା+ଭାବ. ଅନ)

[ସମ୍ପାଦନା]
୧. ସ୍ଥିରୀ—କରଣ — ୧. Settlement; settling.
୨. ପ୍ରତିଷ୍ଠା କରିବା —୨. Establishing.
୩. ଦୃଢ଼ ଭିତ୍ତି ଉପରେ ସ୍ଥାପନ — ୩. Placing on a sure footing.