Jump to content

ସଂସ୍ଥିତ

ଉଇକିଅଭିଧାନ‌ରୁ

ସଂସ୍ଥିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ସମ୍+ସ୍ଥା ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ସମ୍ୟକ୍ ସ୍ଥିତ — ୧. Well established; well placed.
୨. ମୃତ —୨ Dead; deceased.
୩. ସମାପ୍ତ — ୩. Completed; finished; done with.
୪. ସନ୍ନିବିଷ୍ଟ —୪. Arranged; bent upon; intent on.