Jump to content

ସଂସ୍ପର୍ଶ

ଉଇକିଅଭିଧାନ‌ରୁ

ସଂସ୍ପର୍ଶ

ଉଚ୍ଚାରଣ

[ସମ୍ପାଦନା]

(ସଂସ୍ପୃଷ୍ଟ—ବିଣ)

ସଂସ୍କୃତ - ବିଶେଷ୍ୟ - (ସମ୍+ସ୍ପୃଶ୍. ଧାତୁ=ଛୁଇଁବା+ଭାବ. ଅ)

[ସମ୍ପାଦନା]
୧. ସମ୍ୟକ୍ ସ୍ପର୍ଶ —୧. Close contact.
୨. ମିଳନ —୨. Union.
୩. ବସ୍ତୁର ତ୍ୱଗିନ୍ଦ୍ରୟ— ଗ୍ରାହ୍ୟ ଗୁଣ —୩. An attribute of sensation arising from touch; the attribute of matter perceptibile by the sence of touch.